ଟିକାବାଲିରେ ଯୁବଗୋଷ୍ଠୀଙ୍କ ପକ୍ଷରୁ ସଫେଇ

ଟିକାବାଲି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଟିକାବାଲି ମେଡ଼ିକାଳ୍ ଛକସ୍ଥିତ ୟୁଥ୍ ୱାରିୟର ଯୁବ
ଗୋଷ୍ଠୀଙ୍କ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ଡ଼ିଗାଲ , ସରପଞ୍ଚ ରଶ୍ମିତା କହଁର , ଶିକ୍ଷକ ଅରବିନ୍ଦ ମହାପାତ୍ର , ଜିତେନ୍ଦ୍ର ବୁର୍ଗି , ଦେବାଶିଷ୍ ସାମନ୍ତରାୟ , ଦିଲ୍ଲୀପ ସାହୁ , କୁନ୍ଦୁରୁ ମଲିକ , ସୁବଳ ଦିଗାଲ , ହେମନ୍ତ ଦିଗାଲ ,ସରୋଜ ମହାରଣା ,ଗୋବିନ୍ଦନାୟକ,ଦିପ୍ତି ରଞ୍ଜନ ଦଳବେହେରା , ଅରୁଣ ପାଣ୍ଡେ , ଧିରଜ ନାୟକ , ଅନୁପ ଭୋଇ , ଅମିତ୍ ଭୋଇ , କିରନ ବେହେରା , ଚନ୍ଦନ ପଣ୍ଡା, ନୀଳମାଧବ ପାତ୍ର , ଅଭିରାମ ମଲିକ , ଶରତ ଦିଗାଲ , କେଦାର ଦିଗାଲ , ଲଲାଟ କହଁର , ସିଦ୍ଧାର୍ଥ ଭୋଇ, ଆଶିକ୍ ସାହୁ , ଲମ୍ବୁ ଡ଼ିଗାଲ , ତପନ ଭୁକ୍ତା , ମନୋରଞ୍ଜନ ମହପାତ୍ରା , ପ୍ରକାଶ ପଟ୍ଟନାୟକ ଓ ଅନ୍ୟମାନେ ଏଥିରେ ସାମିଲ୍ ହୋଇ ହୋଇଥିଲେ।