Browsing Category

ଦେଶ- ବିଦେଶ

ପରକୀୟାପ୍ରୀତିର କରୁଣ ପରିଣତି : ଉଭୟ ପ୍ରେମୀଯୁଗଳ ଝୁଲୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର

ଗୟା, ଏନ୍ଏନ୍ଏସ୍ : ବିହାରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ଏକ ଗଛରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର…

ମମତାଙ୍କ ବିରୋଧରେ ବାମ ଦଳର ବିରୋଧ ପ୍ରଦର୍ଶନ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗର ହାୱଡ଼ାରେ ସିପିଏମ୍‌ କର୍ମୀମାନେ ବେରୋଜଗାରୀକୁ ନେଇ ମମତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାୱଡ଼ାରେ …

ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ପାଇଁ ଇସ୍ରୋ ସହ ହାତ ମିଳାଇଲା ‘ନାସା’

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-୨ରେ ଯାଇଥିବା ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ପହଞ୍ôଚଥିଲେ ମଧ୍ୟ ଏଥି ସହ ଏ ପର୍ଯ୍ୟନ୍ତ…

ଟୋକିଓ ଅଲିମ୍ପିକ୍ସରେ ୩ ଭାରତୀୟ କର୍ମକର୍ତ୍ତା, ମେଡିକାଲ ଅଫିସର ଦାୟିତ୍ୱ ନେବେ ଓଡ଼ିଆ…

ନୂଆଦିଲ୍ଲୀ: ଜାପାନର ରାଜଧାନୀ ଟୋକିଓରେ ଆସନ୍ତା ବର୍ଷ ବିଶ୍ୱର ସର୍ବାଧିକ ଶ୍ରେଷ୍ଠ ଏବଂ ଲୋକପ୍ରିୟ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀଷ୍ମକାଳୀନ ଅଲିମ୍ପିକ୍…

ଜେଟଲୀଙ୍କ ନାଁରେ ଷ୍ଟାଡିୟମ ଓ ବିରାଟଙ୍କ ନାଁରେ ପ୍ୟାଭିଲିୟନ

ନୂଆଦିଲ୍ଲୀ: ଗୁରୁବାର ଫିରୋଜ ଶାହା କୋଟଲା ଷ୍ଟାଡିୟମର ନାମ ପରିବର୍ତ୍ତନ ହୋଇ ପୂର୍ବତନ ଅର୍ତମନ୍ତ୍ରୀ ଅରୁଣ ଜେଟଲି ନାମରେ ନାମିତ ହୋଇଛି। ଏଥିସହ ଉକ୍ତ…

‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ ଆରମ୍ଭ, ଚାଷୀଙ୍କୁ ୩ହଜାର ଟଙ୍କା…

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କିଷାନ ମାନ ଧନ ଯୋଜନା ଶୁଭାରମ୍ଭ କରିଛନ୍ତି। ଝାଡଖଣ୍ଡର ରାଞ୍ଚି ଠାରେ ଆୟୋଜିତ ଏକ ସଭାରେ ଚାଷୀମାନଙ୍କ…

ପିଓକେ ପ୍ରସଙ୍ଗରେ ସରକାରଙ୍କ ଆଦେଶ ଅନୁଯାୟୀ କାମ ହେବ: ବିପିନ ରାୱତ

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ନେଇ ସରକାର ଯାହା ଆଦେଶ ଦେବେ, ଭାରତୀୟ ସେନା ସେହି ଅନୁଯାୟୀ କାମ କରିବ ବୋଲି କହିଛନ୍ତି ଭାରତୀୟ ସେନା…

ବିକାନିର ଲ୍ୟାଣ୍ଡ୍ ଡିଲ୍ ମାମଲା: ଆଗାମୀ ଶୁଣାଣି ସେପ୍ଟେମ୍ବର ୨୬ରେ

ରାଜସ୍ଥାନ,ଏନ୍ଏନ୍ଏସ୍: ବିକାନିର ଲ୍ୟାଣ୍ଡ୍ ଡିଲ୍‌ ମାମଲାରେ ଗୁରୁବାର ଯୋଧପୁର କୋର୍ଟରେ ଶୁଣାଣି ହୋଇଛି। ଏହି ମାମଲାରେ ରବର୍ଟ ଭଦ୍ରା ପ୍ରବର୍ତ୍ତନ …