Browsing Category
ଦେଶ- ବିଦେଶ
ଜାମ୍ମୁ କାଶ୍ମୀରରେ ଖୁବ୍ ଶୀଘ୍ର ବିଧାନସଭା ନିର୍ବାଚନ ହେବ: ଉପ ରାଜ୍ୟପାଳ
କାଶ୍ମୀର,ଏଜେନ୍ସ: ଜାମ୍ମୁ କାଶ୍ମୀରର ବିଧାନସଭା ନିର୍ବାଚନ ଖୁବ୍ ଶୀଘ୍ର ଅନୁଷ୍ଠିତ ହେବ ବୋଲି ଉପ ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ସୂଚନା ଦେଇଛନ୍ତି।…
ମମତାଙ୍କ ଟାର୍ଗେଟରେ ମହାରାଷ୍ଟ୍ରର ରାଜ୍ୟପାଳ
ନୂଆଦିଲ୍ଲୀ,ଏଜେନ୍ସି: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିସ କରିଥିବା ରାଜ୍ୟପାଳ ଭଗତ ସିଂହ କୋସିଆରୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…
ଚୀନର ଲ୍ୟାଣ୍ଡର୍ ଟେଷ୍ଟ୍ ସଫଳ
ହୁଏଲାଇ, ଏଜେନ୍ସି : ଗୁରୁବାର ଚୀନର ଲ୍ୟାଣ୍ଡର୍ ଟେଷ୍ଟ୍ ସଫଳ ହୋଇଛି। ଆସନ୍ତା ବର୍ଷ ଚୀନ୍ ପ୍ରଥମ ମାନବବିହୀନ ମଙ୍ଗଳ ମିଶନ ଆରମ୍ଭ କରିବାକୁ ଯାଉଥିବାରୁ…
ଲାଡ଼େନ ପାକିସ୍ତାନର ହିରୋ : ମୁଶରଫ
ଇସ୍ଲାମାବାଦ, ଏଜେନ୍ସି : ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ସହ ଲଢ଼ିବା ପାଇଁ କଶ୍ମୀରୀଙ୍କୁ ମୁଜାହିଦ୍ଦିନ ତାଲିମ ପ୍ରଦାନ କରୁଥିଲା ପାକିସ୍ତାନ। ଏକ…
ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ମାମଲା: କେଜ୍ରିୱାଲ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ…
ନୂଆଦିଲ୍ଲୀ, ଏଜେନ୍ସି : ଦିଲ୍ଲୀ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ କେଜ୍ରିୱାଲ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଗୁରୁବାର ଦିଲ୍ଲୀ ହାଇକୋର୍ଟ…
ତିରୁବନନ୍ତପୁରମ ଗସ୍ତରେ କେନ୍ଦ୍ରମନ୍ତ୍ରୀ : କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ…
ନୂଆଦିଲ୍ଲୀ/ଭୁବନେଶ୍ୱର,ଏନ୍ଏନ୍ଏସ୍ : ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଦିନ ତିରୁବନନ୍ତପୁରମ ଠାରେ କେରଳର…
ସୁପ୍ରିମ୍ କୋର୍ଟରେ ହୋଇଥିବା ରାଫେଲ୍ ରିଭ୍ୟୁ ପିଟିସନ୍ ଖାରଜ
ନୂଆଦିଲ୍ଲୀ,ଏଜେନ୍ସି: ରାଫେଲ୍ ମାମଲାକୁ ନେଇ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏଥିରେ ୨୦୧୮ରେ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ସୁପ୍ରିମକୋର୍ଟ…
ସାବରୀମାଳା ମନ୍ଦିର ମାମଲାକୁ ବୃହତ୍ ଖଣ୍ଡପୀଠକୁ ପଠାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,ଏଜେନ୍ସି: ସାବରିମାଲା ମନ୍ଦିର ମାମଲାକୁ ସୁପ୍ରିମକୋର୍ଟ ବୃହତ୍ତର ଖଣ୍ଡପୀଠଙ୍କୁ ରେଫର୍ କରିଛନ୍ତି। ୩:୨ ଗରିଷ୍ଠତା ଅନୁପାତରେ ୭ଜଣିଆ ବିଚାରପତି…
ଭାରତ, ଚୀନ୍, ରୁଷିଆର ଆବର୍ଜନା ଆମେରିକାରେ ପହଞ୍ଚୁଛି- ଟ୍ରମ୍ପ
ୱାଶିଂଟନ୍,ଏଜେନ୍ସି: ପରିବେଶରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସାରା ଦେଶରେ ନିୟମ କଡ଼ାକଡ଼ି ହୋଇଛି। ଭାରତ, ଚୀନ୍ ଓ…
ବସ୍ ଓ ଜିପ୍ ମୁହାଁମୁହିିଁ ଧକ୍କା, ୮ ମୃତ, ୧୨ ଆହତ
ଜୟପୁର,ଏଜେନ୍ସି: ଗତକାଲି ବିଳମ୍ବିତ ରାତ୍ରିରେ ରାଜସ୍ଥାନର ସିକର ଜିଲ୍ଳାରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ…