ରାଜ୍ୟ ନିଜ ମାଟିରେ ଏକ ନିଆରା ଆକର୍ଷଣ ରହିଛି : ରାଷ୍ଟ୍ରପତି Nitidin Nov 10, 2022 ଭୁବନେଶ୍ୱର,ଏନ୍ଏନ୍ଏସ୍: ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବା ପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି । ଏହି ଅବସରରେ ରାଜଭବନରେ ଆୟୋଜିତ…
ଜିଲ୍ଲା ଭବାନୀପାଟଣାରେ ମାଣ୍ଡିଆ ଦିବସରେ ଶସ୍ୟ ଖାଦ୍ୟ ମେଳା Nitidin Nov 10, 2022 ଭବାନୀପାଟଣା,ଏନ୍ଏନ୍ଏସ୍ : ଚାଷ ଜମି ଓ ଖାଦ୍ୟ ଥାଳିରେ ପୁଷ୍ଟି ଶସ୍ୟର ପୁନଃପ୍ରଚଳନ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା କୃଷି ଓ କୃଷକ କଲ୍ୟାଣ ବିଭାଗ…
ଜିଲ୍ଲା ‘ମହକ’ରେ ନୈପୁଣ୍ୟ ଦେଖାଇଲେ ଛାତ୍ରଛାତ୍ରୀ Nitidin Nov 10, 2022 ନବରଙ୍ଗପୁର,ଏନ୍ଏନ୍ଏସ୍: ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ-୨୦୨୨ ଅନୁଷ୍ଠିତ…
ଜିଲ୍ଲା କୋଶଳ ରାଜ୍ୟ ଦାବୀ ନେଇ ‘ହରଶଙ୍କରରୁ ଭୁବନେଶ୍ୱର ଚାଲ’ ପାଇଁ ପ୍ରସ୍ତୁତି ବୈଠକ Nitidin Nov 10, 2022 ପାଟଣାଗଡ଼,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାକୁ ନେଇ କୋଶଲ ରାଜ୍ୟ ଗଠନ ଦାବୀରେ ଅଞ୍ଚଳରେ ବହୁବାର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ…
ଖେଳ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ଫାଇନାଲରେ ଇଂଲଣ୍ଡ Nitidin Nov 10, 2022 ସିଡନୀ: ଟି-୨୦ ୱାର୍ଲ୍ଡକପର ଦ୍ୱିତୀୟ ସେମିଫାଇନାଲରେ ଭାରତକୁ ୧୦ ୱିକେଟରେ ହରାଇ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଛି । ଫଳରେ ନଭେମ୍ବର ୧୩ରେ ଇଂଲଣ୍ଡ ଓ…
ରାଜ୍ୟ ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରସାଦ ସେବନ କଲେ ରାଷ୍ଟ୍ରପତି Nitidin Nov 10, 2022 ପୁରୀ,ଏନ୍ଏନ୍ଏସ୍: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ପ୍ରସାଦ ସେବନ କରିଛନ୍ତି । ରାଷ୍ଟ୍ରପତି ତଳେ ବସି କଦଳୀ…
ଜିଲ୍ଲା ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ପ୍ରଚାରକୁ ନେଇ ଉଠିଲା ପ୍ରଶ୍ନ Nitidin Nov 10, 2022 ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକରେ ସରକାରୀ କର୍ମଚାରୀମାନେ ଖୋଲାଖୋଲି ଆଇନ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି । ଗତକାଲି…
ଜିଲ୍ଲା ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ପୈତୃକ ବାସଭବନରେ ଇଡିର ଚଢ଼ଉ ଜାରି Nitidin Nov 10, 2022 କେସିଙ୍ଗା,ଏନ୍ଏନ୍ଏସ୍: ରାଜ୍ୟରେ ରାଜନୈତିକ ଝଡ଼ ସୃଷ୍ଟି କରିଥିବା ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ମନି ଲଣ୍ଡ୍ରିଂ ଲିଙ୍କ ନେଇ ଇଡି…
ରାଜ୍ୟ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି Nitidin Nov 10, 2022 ପୁରୀ,ଏନ୍ଏନ୍ଏସ୍: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପ୍ରାୟ ୩୦ ମିନିଟ ପରେ ଦର୍ଶନ ସାରି…
ଦେଶ- ବିଦେଶ କର୍ଣ୍ଣାଟକ ଓ ତାମିଲନାଡୁରେ ଏକାଧିକ ମେଗା ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ Nitidin Nov 10, 2022 ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏବଂ ଆସନ୍ତା ୧୨ ତାରିଖରେ ତାମିଲନାଡୁ ଏବଂ…