ଜନନୀ ଯନ୍ତ୍ରଣା ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ସିଡିଏମଓ

ପାଟଣା, ଏନଏନଏସ: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଡୁମୁରିଆ ପଞ୍ଚାୟତର ବଣ ମହୁଲଡିହା ଗ୍ରାମର ଦଲକୀ ସାହିରେ ଶନିବାର ଜନନୀ ଯନ୍ତ୍ରଣା ଖବର ପ୍ରକାଶ…

ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ହେଲେ ନବଜୋତ ସିଂହ ସିଦ୍ଧୁ

ଚଣ୍ଡୀଗଡ଼: ପଞ୍ଜାବ କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ନବଜୋତ ସିଂହ ସିଦ୍ଧୁଙ୍କୁ ପଞ୍ଜାବର କଂଗ୍ରେସ ମୁଖ୍ୟ କରିବାକୁ ଘୋଷଣା କରାଯାଇଛି। ୪ ଜଣ…

ତାଳଦଣ୍ଡା କେନାଲ, ନେତାଜୀ ବସ ଟର୍ମିନାଲ କାମର ସମୀକ୍ଷା କଲେ ୫-ଟି ସଚିବ

କଟକ: ରବିବାର ସକାଳେ କଟକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍। ଆଜି କଟକର ଏସସିବି ମେଡିକାଲର…

ଅବିଶ୍ରାନ୍ତ ବର୍ଷାରେ ମୁମ୍ବାଇ ବେହାଲ, ୨୫ ମୃତ

ମୁମ୍ୱାଇ: ମହାମାରୀ ବେଳେ ମୁମ୍ୱାଇ ଏବେ ବର୍ଷା ପାଣିରେ ଉବୁଟୁବୁ। ଦେଶର ଆର୍ôଥକ ରାଜଧାନୀରେ ଶନିବାରଠାରୁ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି। ଅନ୍ୟପଟେ…

୨୬ରୁ ଖୋଲିବ ସ୍କୁଲ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି…