ବିଜେପି ନେତାଙ୍କୁ ଆକ୍ରମଣ, ୨ ଅଟକ ଜିଲ୍ଲା By Nitidin On Aug 1, 2021 Share କେନ୍ଦ୍ରାପଡ଼ା: ଜନୈକ ବିଜେପି ନେତା ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଜେଶ ନାୟକଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଚଅଁରପୁରରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପାଟକୁରା ଥାନାରେ ମାମଲା ହୋଇଛି। ପରେ ପାଟକୁରା ପୁଲିସ ୨ ଜଣଙ୍କୁ ଅଟକ ରଖିଛି। Share