ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ, ୩ ଗୁରୁତର ମହାନଗର By Nitidin On Nov 3, 2021 Hot Fire Ball on Black Background for Retouch or Decorate Your Photo Share କଟକ,ଏନ୍ଏନ୍ଏସ୍: କଟକ ତିଗିରିଆ ଅଞ୍ଚଳର ବାଣେଶ୍ୱରପଡ଼ାରେ ବାଣ ଭିଡ଼ୁଥିବାବେଳେ ବିସ୍ଫୋରଣ ଘଟିଛି। ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଦେଢ଼ ବର୍ଷର ଶିଶୁ, ଜଣେ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ଗୁରୁତର ଆହତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି। Share