ସେମିରେ ହାରିଲେ ପୁନିଆ ଖେଳ By Nitidin On Aug 6, 2021 Share ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସର ୬୫ କେଜି ଫ୍ରୀଷ୍ଟାଇଲ କୁସ୍ତି ସେମିଫାଇନାଲ ମ୍ୟାଚରେ ଭାରତୀୟ ରେସଲର ବଜରଙ୍ଗ ପୁନିଆ ପରାସ୍ତ ହୋଇଛନ୍ତି। ଆଜାରବୈଜାନର ହଜି ଆଲିଭଙ୍କଠାରୁ ପୁନିଆ ହାରିଛନ୍ତି। ପୁନିଆଙ୍କ ପରାଜୟ ସହ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଉଳି ଯାଇଥିଲେ ହେଁ ସେ କାଲି ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ। Share