ଶନି ଓ ରବି ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରତି ଶନିବାର ଓ ରବିବାର ନନ୍ଦନକାନନ ବନ୍ଦ ରହିବ। ନନ୍ଦନକାନନ ସହ ବଟାନିକାଲ ଗାର୍ଡେନ ମଧ୍ୟ ବନ୍ଦ ରହିବ। କରୋନା କଟକଣା ପାଇଁ ସପ୍ତାହକ ୨ଦିନ ବନ୍ଦ ରହିବ ବୋଲି ଜଣାପଡ଼ିଛି।