ଅବସର ନେଲେ ଅଲାପନ ବନ୍ଦୋପାଧ୍ୟୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ପଦରୁ ଅଲାପନ ବନ୍ଦୋପାଧ୍ୟାୟ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକକୁ ଆସିନଥିବାରୁ କେନ୍ଦ୍ର ସରକାର ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଅବସର ନେବା ପରେ ଅଲାପନଙ୍କୁ ୩ ବର୍ଷ ପାଇଁ ମୁଖ୍ୟ ପରାମର୍ଶଦାତା ରୂପେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଯୁକ୍ତି ଦେଇଛନ୍ତି।