ମାଲବାହୀ ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ ଜିଲ୍ଲା By Nitidin On Mar 11, 2021 Share କେନ୍ଦୁଝର,ଏନ୍ଏନ୍ଏସ୍: ବଡ଼ବିଲ ଷ୍ଟେସନରେ ମାଲବାହୀ ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଛି। ବଲାଣି ସାଇଡିଙ୍ଗକୁ ଗଲାବେଳେ ଟ୍ରେନ୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଖବରପାଇ ଷ୍ଟେସନରେ ପହଞ୍ଚି ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। Share