ସୋର,ଏନ୍ଏନ୍ଏସ୍: ସୋର ବିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଗୃହକୁ ରାଜ୍ୟ ସରକାର ବିଜୁ କୁଡ଼ିଆ ଯୋଜନା ଅର୍ଥରେ ନିର୍ମିତ ଥିବା ଷ୍ଟିକର ଲଗାଇ କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଏହି ଷ୍ଟିକର ଉପରେ ଛୋଟଛୋଟ ଅକ୍ଷରରେ ପ୍ର.ଆ.ଯୋ. ଲେଖାଥିବା ବେଳେ ବଡ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖାଯାଇଛି।
