Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଟିଏମସି ସେଣ୍ଟର ଥିବା ବିଦ୍ୟାଳୟ ବିଶୋଧନ କେବେ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଟିଏମସି ସେଣ୍ଟର ଥିବା ବିଦ୍ୟାଳୟ ବିଶୋଧନ କେବେ

କୁଆଁପାଳ,ଏନ୍ଏନ୍ଏସ୍: ରାଜ୍ୟ ସରକାର କରୋନା ଭୟାବହତାକୁ ଆଖିଆଗରେ ରଖି ପ୍ରତ୍ୟେକ ପଞ୍ଚାୟତରେ ଅସ୍ଥାୟ ସଙ୍ଗରୋଧ ଗୃହ ଖୋଲି ପ୍ରବାସୀଙ୍କୁ ସେହି ସ୍ଥାନରେ ରଖିଥିଲେ। ସେମାନଙ୍କର ଖାଇବା ପିଇବା ଠାରୁ ଆରମ୍ଭ କରି ସମସ୍ତ ଖର୍ଚ୍ଚ  ବହନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ, ମାହାଙ୍ଗା ବ୍ଲକରେ ୩୭ଟି ପଞ୍ଚାୟତରେ ୬୭ ଟି ସଙ୍ଗରୋଧ ଗୃହ ବିଦ୍ୟାଳୟମାନଙ୍କରେ ଖୋଲାଯାଇଥିଲା। ବର୍ତ୍ତମାନ ପ୍ରବାସୀମାନଙ୍କର ଆସିବା କମିଯିବାରୁ ଏହି ସେଣ୍ଟରଗୁଡ଼ିକୁ ବର୍ତ୍ତମାନ ବନ୍ଦ ରଖାଯାଇଛି। ମାତ୍ର ୭ଟି ବିଦ୍ୟାଳୟରେ ସେଣ୍ଟର ଚାଲିଛି। ଆଗକୁ ବିଦ୍ୟାଳୟଗୁଡିକ ଖୋଲିବା ପାଇଁ ସରକାର ଯୋଜନା କରୁଥିଲାବେଳେ ଏହି ସେଣ୍ଟରଗୁଡିକ ଏପର୍ଯ୍ୟନ୍ତ ବିଶୋଧନ କରାଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ମାହାଙ୍ଗା ବ୍ଲକ ପ୍ରଶାସନ ଲୋକଙ୍କ ଦାବିକୁ ଗୁରୁତ୍ୱ ଦେବା ସହ ବିଦ୍ୟାଳୟଗୁଡିକୁ ତୁରନ୍ତ ବିଶୋଧନ କରିବାକୁ ପଦକ୍ଷେପ ନେବା ପାଇଁ ଦାବି ହେଉଛି।