କେନ୍ଦ୍ରାପଡ଼ାରେ ୧୩ ନୂଆ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସୂଚନା

କେନ୍ଦ୍ରାପଡା,ଏନ୍ଏନ୍ଏସ୍: ଜିଲ୍ଲାରେ ୧୩ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ। ସମସ୍ତେ ସୁରତ୍ ଫେରନ୍ତା। ସମସ୍ତ ପଜିଟିଭ୍ କ୍ବାରେଣ୍ଟାଇନରେ ଅଛନ୍ତି। ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା। ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ୨୨କୁ ବୃଦ୍ଧି। ତେବେ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ତଥ୍ୟ ପ୍ରଦାନ ହୋଇନାହିିଁ।