ପାଟଣା,ଏନ୍ଏନ୍ଏସ୍: କରୋନା ଭାଇରସ ପାଇଁ ସରା ରାଜ୍ୟ ଲକଡାଉନ କରାଯିବା ସହ ସମସ୍ତ ଅଞ୍ଚଳକୁ ସାନିଟାଇଜ କରାଯାଉଛି। ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସଂକ୍ରମଣରୁ ସମସ୍ତଙ୍କୁ ରକ୍ଷା କରିବା ପାଇଁ ଆଜି ପାଟଣା ଅଗ୍ନିଶମ ବାହିନୀ ପକ୍ଷରୁ ମେଡ଼ିକାଲ, ତହସିଲ ଅଫିସ୍ ବ୍ଲକ୍ ଅଫିସ ପରିସର ବ୍ୟାଙ୍କ, ଥାନା ଏବଂ ରାସ୍ତା କୁ ଡିଡିଟି ସ୍ପ୍ରେ କରି ବିଶୋଧନ କରାଯାଇଛି।
