Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଯଶସ୍ୱୀଙ୍କ ପ୍ରାକ୍ଟିସ ଆରମ୍ଭ, ବିରାଟଙ୍କଠୁ ଟିପ୍ସ ନେବାର ଭିଡିଓ ଭାଇରାଲ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଯଶସ୍ୱୀଙ୍କ ପ୍ରାକ୍ଟିସ ଆରମ୍ଭ, ବିରାଟଙ୍କଠୁ ଟିପ୍ସ ନେବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ଜୁନ ୭ରୁ ଆରମ୍ଭ ହେବାକୁ ଥିବା ମୁକାବିଲା ଲାଗି ଭାରତର ଅଧିକାଂଶ ଖେଳାଳି ଲଣ୍ଡନ ପହଞ୍ଚି ସାରିଛନ୍ତି । ଏହି ମୁକାବିଲା ଲାଗି ଯୁବ ଖେଳାଳୀ ତଥା ଆଇପିଏଲରେ ନିଜର ଜବରଦସ୍ତ ପ୍ରଦର୍ଶନ ବଳରେ ଯଶସ୍ୱୀ ଜେସୱାଲ ଟିମରେ ଷ୍ଟାଣ୍ଡବାୟ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ସ୍ଥାନ ପାଇଛନ୍ତି । ଯଶସ୍ୱୀ ପ୍ରଥମଥର ପାଇଁ ସିନିୟର ଟିମରେ ସାମିଲ ହୋଇଛନ୍ତି । ଯଶସ୍ୱୀ ପ୍ରାକ୍ଟିସ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଯଶସ୍ୱୀ ପ୍ରାକ୍ଟିସ ସମୟରେ ବିରାଟ କୋହଲୀଙ୍କଠାରୁ ଟିପ୍ସ ନେଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସୂଚନାଯୋଗ୍ୟ, ଯଶସ୍ୱୀ ଜେସୱାଲ ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରି ୧୪ ମ୍ୟାଚରେ ୬୨୫ ରନ୍ କରିବାରେ ସଫଳ ହୋଇଛନ୍ତି । ସେଥିପାଇଁ ତାଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି । ଘରୋଇ ମ୍ୟାଚରେ ମଧ୍ୟ ଯଶସ୍ୱୀ ଭଲ ପ୍ରଦର୍ଶନ କରିଛନ୍ତି । ସେ ଫାଷ୍ଟ କ୍ଲାସ ମ୍ୟାଚର ୨୬ ପାଳିରେ ୧୮୪୫ ରନ୍ କରିଛନ୍ତି । ଏଥିରେ ୯ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ରହିଛି ।