ପାଟଣାଗଡ଼,ଏନ୍ଏନ୍ଏସ୍: ଆଜି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଖପ୍ରାଖୋଲ ଗସ୍ତରେ ଯାଇଥିଲେ। ଏହି ସମୟରେ ଖପ୍ରାଖୋଲ ବ୍ଲକ୍ରେ ଅବସ୍ଥାପିତ ସରକାରଙ୍କ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଜେ ଜିଲ୍ଲାପାଳ କ୍ଲାସ୍ ରୁମ୍ରେ ପିଲାମାନଙ୍କୁ ପାଠପଢ଼ାଇଛନ୍ତି। ଏହି ଘଟଣା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।
