ଅକ୍ଟୋବର ୧୨ରେ ଲଞ୍ଚ ହେବ ୫ଜି ସେବା

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ୧୨ ସୁଦ୍ଧା ୫ଜି ମୋବାଇଲ ସେବା ଆରମ୍ଭ ହୋଇଯିବ । ପରେ ଦେଶର ସମସ୍ତ ଛୋଟ ବଡ଼ ସହରରେ ୫ଜି ସେବା ବିସ୍ଥାର କରାଯିବ । ଏନେଇ ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି ।