ଭୁବନେଶ୍ୱର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ ୨୯୯ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିବା ଜଣାଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ୮୩୩ଜଣଙ୍କୁ ଚୟନ କରାଯାଇଥିବା ବେଳେ ଏଥିରୁ ବର୍ତ୍ତମାନ ପାଇଁ ୨୯୯ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
