ଜଟିଆ ବାବା ପାହଡରୁ ପଥର ଖସି ୧୫ ଆହତ

ରାଉଲକେଲା,ଏନ୍ଏନ୍ଏସ୍: ମହାଶିବରାତ୍ରୀ ଅବସରରେ ରାଉଲକେଲା ଜଟିଆବାବା ପାହାଡ ଖସିବାରୁ ୧୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାିବା ପରେ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ସମେତ ୬ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି।