ପୁରୀ,ଏନ୍ଏନ୍ଏସ୍: ପୁରୀରୁ ୧୪ ଗ୍ରାମର ବ୍ରାଉନସୁଗର ଜବତ ହୋଇଥିବାବେଳେ ୭ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ପୁଲିସ।
ଗିରଫ ବ୍ୟକ୍ତିମାନେ ହେଲେ ନିରଞ୍ଜନ ପାଣ୍ଡେ, ଜଗବନ୍ଧୁ ବୈଠାରୁ, ଦୁଷ୍ମନ୍ତ ସାହୁ, ସରୋଜ ଖାଁ, ଅମରେଶ୍ବର ଘଡେଇ, ଦୁର୍ଗାଚରଣ ସ୍ୱାଇଁ ଓ ସତ୍ୟଜିତ ପରିଡା।
ତେବେ ପୁଲିସ ପେଟ୍ରୋଲିଂ ସମୟରେ ଏହି ନିଶା ବେପାରୀମାନେ ପୁଲିସ ହାତରେ ଧରାପଡ଼ିଥିଲେ।