Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୧୭ ତାରିଖ ପରେ କ’ଣ ହେବ-କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୧୭ ତାରିଖ ପରେ କ’ଣ ହେବ-କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,ଏଜେନ୍ସି: କଂଗ୍ରେସ ଶାସିତ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଜି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଲକଡାଉନ ୩.୦ର ପରବର୍ତ୍ତୀ ପଦକ୍ଷେପ ଉପରେ ସୋନିଆ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁସାରେ କେନ୍ଦ୍ର ସରକାର କରୋନା ସଂକ୍ରମଣକୁ ଲକ୍ଷ କରି ଲକଡାଉନ ଅବଧିକୁ ପୁଣି ଥରେ ବୃଦ୍ଧି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୭ ତାରିଖରେ ଲକଡାଉନର ଅବଧି ଶେଷ ହେବାକୁ ଯାଉଥିବା ବେଳେ ଦେଶରେ କରୋନା ନିୟନ୍ତ୍ରିତ ହେଉନାହିଁ। ତେବେ ଏହି ସମୟରେ ଆସନ୍ତା ୧୭ରେ ଲକଡାଉନ ଖୋଲିବା କେତେଦୁର ଉଚ୍ଚିତ ସେ ନେଇ ବୈଠକରେ ଆଲୋଚନା କରିଛନ୍ତି। ଏଥିସହ ଯଦି ଲକଡାଉନ ଖୋଲେ ତେବେ କ’ଣ ସବୁ ଖୋଲାଯିବ ସେ ନେଇ ଆଲୋଚନା କରିଛନ୍ତି।

ଏହି ବୈଠକ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉପସ୍ଥିତ ରହିଛନ୍ତି। ଏହି ଆଲୋଚନା ସମୟରେ ମନମୋହନ ସିଂ ମଧ୍ୟ ଲକଡାଉନ ୩.୦ ପରେ କ’ଣ ହେବ ସେ ନେଇ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି।

ଏହି ଆଲୋଚନା ସମୟରେ ସୋନିଆ ଗାନ୍ଧୀ ରାଜ୍ୟ ବାହାରେ ଫସି ରହିଥିବା ବିଭିନ୍ନ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା ପାଇଁ ଆଲୋଚନା କରିଛନ୍ତି। ତେବେ ପ୍ରବାସୀଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ଲାଗିବାକୁ ଥିବା ଟ୍ରେନ ଭଡା କଂଗ୍ରେସ ନିଜ ପାର୍ଟି ଫଣ୍ଡରୁ ଦୋବାକୁ ସୋମବାର ଦିନ ସୋନିଆ ଗାନ୍ଧୀ ପ୍ରେସବିବରଣୀରେ କହିଥିଲେ।