ମୁଖ୍ୟ ସଡ଼କ ଉପରେ ଜଳିଗଲା ଗାଡ଼ି

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ଚାଲାଣଗୁଡ଼ା ନିକଟରେ ମୁଖ୍ୟ ସଡ଼କ ଉପରେ ଏକ ଗାଡ଼ି ଜଳିଯାଇଛି। ଉକ୍ତ ଗାଡ଼ିରେ ଗଞ୍ଜେଇ ଥିବା ଜଣାପଡ଼ିଛି। ଗଞ୍ଜେଇ ବୁହା ହେଉଥିବା ସମୟରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ମାଲକାନଗିରି ପୁଲିସ ପହଁଚି ଘଟଣାର ତଦନ୍ତ କରୁଛି।