Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଫିଲିପାଇନ୍ସ ବାତ୍ୟା: ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୩୮ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଫିଲିପାଇନ୍ସ ବାତ୍ୟା: ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୧୩୮

ମନିଲା,ଏଜେନ୍ସି: ଫିଲିପାଇନ୍ସରେ ନିକଟରେ ହୋଇଥିବା ବାତ୍ୟା କାରଣରୁ ଏପର୍ଯ୍ୟନ୍ତ ୧୩୮ ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଦେଶର କେନ୍ଦ୍ରୀୟ ଓ ଦକ୍ଷିଣ ଅଞ୍ଚଳରେ ଲୋକେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାରେ ଗତ ଶନିବାର ଓ ରବିବାର ବାତ୍ୟା କାରଣରରୁ ଭୂସ୍ଖଳନ ଓ ବର୍ଷା ହୋଇଥିଲା।

ବେବେ ସହରରେ ସରକାର ଗୁରୁବାର କହିଛନ୍ତି ଯେ, ବିଭିନ୍ନ ଗାଁରୁ ଏପର୍ଯ୍ୟନ୍ତ ୧୦୧ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ କହିଛି ଯେ, ୩୧ଟି ମୃତଦେହ ଆବୁୟୋଗ ସହରରୁ ଉଦ୍ଧାର ହୋଇଛି। ଫିଲିପାଇନ୍ସ ମିଲିଟାରୀ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ରୀୟ ଫିଲିପାଇନ୍ସର କାପିଜ, ଆକଲାନ, ଆଣ୍ଟିକ୍ୟୁ ଓ ଲୋଇଲୋ ୧୫୯ଟି ଅଞ୍ଚଳରେ ବାତ୍ୟା ତାଣ୍ଡବ ରଚିଥିଲା।

ସୂଚନାଯୋଗ୍ୟ, ଗତ ରବିବାର ତାଣ୍ଡବ ରଚିଥିବା ଏହି ବାତ୍ୟା ‘ମେଗି’ ଚଳିତ ବର୍ଷ ଦକ୍ଷିଣ ଏସିଆରେ ପ୍ରଥମ ଥର ପାଇଁ ବାତ୍ୟା ଦେଖାଯାଇଛି। ଫିଲିପାଇନ୍ସରେ ବର୍ଷକ ମଧ୍ୟରେ ଏକାଧିକ ଥର ବାତ୍ୟା ଆସିଥାଏ।