ତୀରନ୍ଦାଜୀର କ୍ୱାର୍ଟରରେ ବିଫଳ ହେଲେ ଦୀପିକା କୁମାରୀ

ଟୋକିଓ,ଏଜେନ୍ସି: ଟୋକିଓ ଅଲମ୍ପିକ୍ସର ତୀରନ୍ଦାଜୀରେ ଦୀପିକା କୁମାରୀଙ୍କ ଖେଳ ସମାପ୍ତ ହୋଇଯାଇଛି। ଦୀପିକା କୁମାରୀଙ୍କୁ କୋରିଆନ ତୀରନ୍ଦାଜ ଏନ ସେନ ପରାସ୍ତ କରିଛନ୍ତି। ଏଥିସହିତ ଏନ ସେନ ସେମିଫାଇନାଲରେ ପ୍ରବେଶ କରିଛନ୍ତି।