ନୂଆଦିଲ୍ଲୀ : ଚୀନ ସେନାର ଆକ୍ରମଣରେ ୩ ଭାରତୀୟ ଯବାନ ସହୀଦ ହୋଇଥିବା ନେଇ ସୂଚନା । ଗଲଭାନ ଘାଟୀରେ ଉଭୟ ପକ୍ଷଙ୍କ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା । ଏହି ସଂଘର୍ଷରେ ଭାରତୀୟ ସେନାରେ ଜଣେ କର୍ଣ୍ଣେଲ ସ୍ତରୀୟ ଅଧିକାରୀ ସହୀଦ ହୋଇଥିବା ବେଳେ ଦୁଇ ଜଣ ଯବାନ ମଧ୍ୟ ସହୀଦ ହୋଇଥିବା ସୂଚନା ମିଳିଛି ।