ଦେବଗଡ଼ ଏସଡିପିଓ କାର୍ଯ୍ୟାଳୟ ହେଲା ମାଇକ୍ରୋ କଣ୍ଟେନମେଣ୍ଟ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଏସଡିପିଓ କାର୍ଯ୍ୟାଳୟରେ ପଶିଲା କରୋନା, ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କରୋନା ସଂକ୍ରମିତ। ରିପୋର୍ଟ ଜଣା ପଡିବା ପରେ କାର୍ଯ୍ୟାଳୟ ପରିସର କୁ ମାଇକ୍ରୋ କଣ୍ଟେନମେଣ୍ଟ ହୋଇଥିବା ଜଣା ପଡିଛି।