ସାହାରପଡା ଲ୍ୟାମ୍ପର ଆଇସିଏମଡି ଓ ଟଭାସରୁଆ ବ୍ରାଞ୍ଚର ଶାଖା ପରିଚାଳକ ନିଲମ୍ବିତ

ପାଟଣା,ଏନ୍ଏନ୍ଏସ୍ : କାର୍ଯ୍ୟରେ ଅବହେଳା ଯୋଗୁ କେନ୍ଦୁଝର ଜିଲ୍ଲା ସାହାରପଡା ଲ୍ୟାମ୍ପ ର ଆଇସିଏମଡି ଖଗେଶ୍ୱର ମହାନ୍ତ,ଏବଂ ଟଭାସରୁଆ ବ୍ରାଞ୍ଚର ଶାଖା ପରିଚାଳକ ଚିତ୍ତ ରଞ୍ଜନ ନାଏକଙ୍କୁ ଏଆରସିଏସ ପର୍ଶୁରାମ ପାତ୍ର ଚିଠି ନମ୍ବର୬୭୩ /୨୦ରେ  କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ପୂର୍ବରୁ ଉଭୟଙ୍କ ନାମରେ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ହୋଇ ଆସୁଥିବା ଶ୍ରୀ ପାତ୍ର ସୁଚନା ଦେଇଛନ୍ତି ।