ନୟାଗଡ଼,ଏନ୍ଏନ୍ଏସ୍: କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିମ ପକ୍ଷରୁ ଅଜି ରଣପୁର ଅଞ୍ଚଳରେ ଚଢ଼ଉ କରାଯାଇ ୨ଟି ବାଘଛାଲ ଜବତ ହୋଇଛି। ଜଥି ସହିତ ବାଘଛାଲ ରଖିଥିବା ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି।
ଗିରଫ ଅଭିଯୁକ୍ତ ଜଣଙ୍କ ବନ୍ଧମୁଣ୍ଡା ଅଞ୍ଚଳର ଲକ୍ଷ୍ମୀଧର ନାୟକ। ଅନ୍ୟ ପଟେ ଜବତ ହୋଇଥିବା ବାଘଛାଲକୁ ଜାତୀୟ ପ୍ରାଣୀ ଉଦ୍ଯାନ ଗୃହକୁ ପଠାଯାଇଛି।