ନିଜ ଗାଁ’ରେ ପହଞ୍ଚିଲା ଯବାନଙ୍କ ମୃତ ଦେହ

ଓଡ଼ଗାଁ,ଏନ୍ଏନ୍ଏସ୍: ଗତକାଲି ମାଲକାନଗିରିରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିବା ଯବାନଙ୍କ ମୃତ ଦେହ ଆଜି ନିଜ ଗାଁ’ରେ ପହଞ୍ଚିଛି।

ଓଏସ୍‍ଏପି ଯବାନ ରାହୁଲ ବେହେରାଙ୍କ ମୃତ ଦେହ ଆଜି ନିଜ ଗାଁ’ ନୟାଗଡ଼ ନନ୍ଦିଘୋରରେ ପହଞ୍ଚିବା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ତାଙ୍କ ମର ଶରୀରକୁମର୍ଯ୍ୟାଦାର ସହ ଗାଁ ଓ ସ୍ଥାନୀୟଲୋକ ଅନ୍ତିମ ବିଦାୟ ଦେଇଥିଲେ ।