ସିଙ୍ଗାପୁର,ଏଜେନ୍ସି: ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ସିଙ୍ଗାପୁର ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଘଣ୍ଟାଏରେ ଅଧିକ ଚାଲିଥିବା ଏହି ମ୍ୟାଚରେ ସିନ୍ଧୁ ଚୀନର ହାନ ୟୁଝଙ୍କୁ ହରାଇ ଦେଇଛନ୍ତି । ଥାଇଲାଣ୍ଡ ଅପନ ପରେ ସନ୍ଧୁ ପ୍ରଥମଥର ପାଇଁ ସେମିଫାଇନାଲରେ ପହଞ୍ଚିଛନ୍ତି । ସିନ୍ଧୁ ସେମିଫାଇନାଲରେ ଜାପାନର ଗେର ବରୀୟ ସାଇନା କାବାକାମୀଙ୍କୁ ଭେଟିବେ ।
ସେହିପରି ସେମିଫାଇନାଲ ପ୍ରବେଶ ମ୍ୟାଚରେ ସାଇନା ନେହୱାଲ ଓ ଏସ ପ୍ରଣୟଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।