କନ୍ଧମାଳ,ଏନ୍ଏନ୍ଏସ୍: କନ୍ଧମାଳରେ ସଟଡାଉନ ଅବଧି ଆଉ ୨ଦିନ ବଢ଼ିଲା। ଯଦ୍ୱାରା ଆସନ୍ତା ୨୭ ଓ ୨୮ ତାରିଖ ଜିଲ୍ଲା ସଟଡାଉନ ରହିବ ବୋଲି ଜଣାପଡ଼ିିଛି। ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିଥିବା ବେଳେ ଲଗାତାର ୪ ଦିନ ଜିଲ୍ଲା ସଟଡାଉନ ରହିବ ବୋଲି ସୂଚନା ମିଳିଛି। ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।