- ଭୁବନେଶ୍ୱର: ସପିଂ କମ୍ପେ୍ଲକ୍ସ ଖୋଲିବା ନେଇ ଥିବା ଦ୍ୱନ୍ଦ୍ୱ ଦୂର କଲେ ବିଏମସି କର୍ତ୍ତୃପକ୍ଷ। ୨୫ ହଜାର ବର୍ଗଫୁଟରୁ କମ୍ ଆୟତନ ବିଶିଷ୍ଟ କମ୍ପେ୍ଲକ୍ସ ଖୋଲିପାରିବ। କଂପ୍ଲେକ୍ସର ସବୁ ମହଲାକୁ ମିଶାଇ ୨୫ ହଜାର ବର୍ଗଫୁଟରୁ କମ୍ ହେଲେ ଖୋଲିବ। କମ୍ପେ୍ଲକ୍ସକୁ ସର୍ବାଧିକ ୨୫ ଗ୍ରାହକ ଯାଇପାରିବେ ଓ ୬ ଫୁଟ ବ୍ୟବଧାନ ଜରୁରୀ।