ସଂଜୟ କୁମାର ମିଶ୍ର ହେଲେ ହାଇକୋର୍ଟର ନୂଆ ବିଚାରପତି

ନୂଆଦିଲ୍ଲୀ,ଏଜେନ୍ସି: ସଂଜୟ କୁମାର ମିଶ୍ର ହେଲେ ଓଡିଶା ହାଇକୋର୍ଟର ନୂଆ ବିଚାରପତି। ଜଷ୍ଟିସ ସଂଜୟ କୁମାର ମିଶ୍ରଙ୍କ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ବିଚାରପତି ପାଇଁ ସଞ୍ଜୟ କୁମାର ମିଶ୍ରଙ୍କ ନାଁ ସୁପାରିସ କରିଥିଲେ ସୁପ୍ରିମକୋର୍ଟ କଲେଜିୟମ।