ଆସିଛେ ମୁଇ ହୋ ଜଗା ସମ୍ବଲପୁରି ଗୀତ ରେକର୍ଡ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଡୁଙ୍ଗୁରିପାଲି ଏମଏସ ଷ୍ଟୁଡିଓ ଠାରେ ଆଜି ଗୀତିକାର ହୀରାଧର ଗହୀରଙ୍କ ରଚନାରେ ଏକ ସୁନ୍ଦର ଭଜନ ଆସିଛେ ମୁଇଁ ହୋ ଜଗା ଗୀତ ରେକର୍ଡ ହୋଇଯାଇଛି। ଏହି ଗୀତକୁ ରାଜଶ୍ରୀ ମିଶ୍ର କଣ୍ଠ ଦାନ କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଜିତ କୁମାର ସାହୁ।କ୍ୟାମେରା ଦାୟିତ୍ୱରେ ଦଳ ଗୋବିନ୍ଦ ଭୋଇ ଓ ଜଗତ ରାମ ଦାସ ସହଯୋଗ କରିଥିବା ବେଳେ ଅଜିତ କୁମାର ସାହୁଙ୍କ ପ୍ରଯୋଜନାରେ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁଛି।