Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୯ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୯ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବରଗଡ଼ : ରାଜ୍ୟରେ ପୁଣି ଲଜ୍ୟା । ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଚଂଳରେ । ଏନେଇ ମଙ୍ଗଳବାର ପୁଲିସ ଜଣେ ୧୪ବର୍ଷ ନାବାଳକୁ ଥାନାକୁ ନେଇ ପଚରାଉଚରା କରୁଛି । ପୀଡ଼ିତାକୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ହସପିଟାଲୁ ନିଆଯାଇଥିଲା ମଧ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ନାବାଳିକା ଓ ନାବାଳି ଉଭୟ ସୋମବାର ସଂନ୍ଧ୍ୟାରେ ଗାଁ ଦାଣ୍ଡରେ ଖେଳୁଥିଲେ । ଏହି ସମୟରେ ନାବାଳକ ମନରେ ଖରାପ ଚିନ୍ତା ଆସିଥିଲା । ଏହା ପରେ ନାବାଳିକାକୁ ନିକଟରେ ଥିବା ବୁଦାଳିଆ ଜଙ୍ଗଳକୁ ଡାକି ନେଇଥିଲା ଏବଂ ସେଠାରେ ଦୁଷ୍କର୍ମ କରିଥିଲା । ଏହାପରେ ନାବାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ହେଲେ ନାବାଳିକା ସେଠାରୁ କାନ୍ଦି କାନ୍ଦି ଆସି ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲା ।

ଯନ୍ତ୍ରଣା ଅନୁଭବ କରିବାରୁ ପୀଡ଼ିତାକୁ ସୋମବାର ରାତିରେ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ମଙ୍ଗଳବାର ବୁର୍ଲା ହସପିଟାଲକୁ ସ୍ଥ।।ନାନ୍ତର କରାଯାଇଛି ବୋଲି ସୂଚନା ମଳିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ନାବାଳକୁ ଥାନାକୁ ଡ଼ାକି ପଚରା ଉଚରା କରଉଛି ବୋଳି ପାଇମାଳ ଥାନା ଆଇଆଇସି ବିଶ୍ୱଜିତ ମାନବୋଧ ସୂଚନା ଦେଇଛନ୍ତି ।