ଗଣଦୁଷ୍କର୍ମ ମାମଲା, ୨ ନାବାଳକଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

  • ଗଣଦୁଷ୍କର୍ମ ମାମଲାରେ ୨ ଜଣ ନାବାଳକଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି। ଏଥିସହ ୫୦ ହଜାର ଟଙ୍କା ଲେଖାଏଁ ଜୋରିମାନା ରାୟ ଶୁଣାଇଛନ୍ତି। ୨୦୧୭ ମସିହାରେ ଶରଣକୂଳ ଥାନା ଅଞ୍ଚଳରେ ଏହି ଗଣଦୁଷ୍କର୍ମ ହୋଇଥିଲା। ଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଚିଲ୍ଡ୍ରେନ କୋର୍ଟର ସ୍ୱତନ୍ତ୍ର ବିଚାରପତି।