ଦେଶରେ ଆଜି ନଜର ଆସିଲାନି ରମଜାନ ଚାନ୍ଦ, ୨୪ରୁ ପ୍ରଥମ ରୋଜା ଦେଶ- ବିଦେଶ By nitidin1 On Mar 22, 2023 Share ନୂଆଦିଲ୍ଲୀ: ଭାରତରେ ଆଜି ରମଜାନ ଚାନ୍ଦ ନଜର ଆସିନାହିଁ । ସେଥିପାଇଁ ମାର୍ଚ୍ଚ ୨୪ରେ ରମଜାନ ମାସର ପ୍ରଥମ ରୋଜା ହେବ। ଏନେଇ ଲଖନଊର ମରକଜୀ ଚାନ୍ଦ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହାପୂର୍ବରୁ ୨୨ରେ ଚାନ୍ଦ ଦେଖାଯିବା ପରେ ୨୩ଠାରୁ ରୋଜା ରଖାଯିବ ବୋଲି ଅନୁମାନ କରାଯାଇଥିଲା । Share