ଆଳି,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଫିକା ପଡିଯାଇଛି ଓଡ଼ିଆଙ୍କ ଗଣପର୍ବ ରଜ। ନିଜ ନିଜ ଘରେ ରହି ରଜ ପାଳନ କରିବାକୁ ସରକାର ନିବେଦନ କରିଥିବା ବେଳେ ଆଳି ଅଞ୍ଚଳରେ ରଜ ପାଳନ ସମ୍ପୂର୍ଣ ଭାବେ ମଳିନ ପଡିଯାଇଛି। ଏନେଇ ଲୋକମାନେ ଘରେ ରହି ଏହାକୁ ପରିବାର ସହିତ ପାଳନ କରୁଥିବାର ଦେଖିବାକୁ ମିଳିଛି।
