ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହର କ୍ଲବପଡ଼ାରେ ଥିବା ଏକ ହଳଦୀ ମିଲ୍ରେ ଅପମିଶ୍ରଣ ଚାଲୁଥିବା ବେଳେ ସୋମବାର ଏଠାରେ ପୁଲିସ ଚଢ଼ଉ କରିଛି। ତେବେ ଏହି ହଳଦୀ ମିଲ୍ଟିବେଆଇନ ଭାବେ ଚାଲୁଥିବା ବେଳେ ମସଲା ଓ ଏଥିରେ ବିଭିନ୍ନ ପ୍ରକାର ସାମଗ୍ରୀର ଅପମିଶ୍ରଣ କରୁଥିଲେ। ତେବେ ପୁଲିସ ଏହାର ଖବର ପାଇ ଚଢ଼ଉ କରିଥିଲା। ସେହିପରି ସେଠାରୁ କେତେକ ଏକ୍ସପାରୀ ହଳଦୀ ପ୍ୟାକେଟ ଜବତ ହୋଇଛି।
