ଶ୍ରୀମନ୍ଦିର ଦ୍ୱାର ଛାଉଣି ପାଇଁ ପହଞ୍ଚିଲା ରୁପା

  • ପୁରୀ: ଶ୍ରୀମନ୍ଦିରର ୪ଟି ଦ୍ୱାରରେ ଛାଉଣି ପାଇଁ ରୁପା ପହଞ୍ଚିଲା। ୧୭ଟି ପେଟିରେ ଆସିଥିବା ରୁପା ନିଳାଦ୍ରୀ ଭକ୍ତ ନିବାସରେ ପହଞ୍ଚିଛି। ପ୍ରାରମ୍ଭିକଭାବେ ୪ଟି ଦ୍ୱାରର ଛାଉଣି ପାଇଁ ରୁପା ଆସିଥିବା ସୂଚନା ମିଳିଛି। ଶ୍ରୀମନ୍ଦିରର ୮ଟି ଦ୍ୱାରକୁ ରୁପା ଛାଉଣି ପାଇଁ ପ୍ରସ୍ତାବ ରହିଛି।