ଷ୍ଟେଜ୍‌ ଉପରେ ଲୋକନୃତ୍ୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗ୍ୟାଙ୍ଗ୍‌ଟକ୍‌,ଏଜେନ୍ସି: ସିକ୍କିମ ଗସ୍ତ ବେଳେ ଷ୍ଟେଜ୍‌ ଉପରେ ଲୋକନୃତ୍ୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ପତ୍ନୀ କ୍ରୀଷ୍ଣା ରାଏଙ୍କ ସହ ଲୋକନୃତ୍ୟ କରଛନ୍ତି । ବର୍ତ୍ତମାନ ସିକ୍କିମ ଗସ୍ତରେ ରହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।