ବାଲିଗୁଡ଼ା,ଏନ୍ଏନ୍ଏସ୍: ଲକଡାଉନ୍ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପଲିସ ମହାସିଙ୍ଗି ପଞ୍ଚାୟତ ଲିମାର ପଦର ଗ୍ରାମ ଜୁଆ ଆଡ୍ଡାରେ ଚଢ଼ଉ କରିଛି। ଏଥିରେ ୬ଜଣ ଜୁଆଡ଼ିକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବାଲିଗୁଡ଼ା ପୁଲିସ ସେମାନଙ୍କ ନିକଟରୁ ନଗଧ ୪୧୭୦ ଟଙ୍କା ସହ ୪ଟି ମୋଟରସାଇକେଲ, ଗୋଟିଏ ସାଇକେଲ ଓ ୪ଟି ମୋବାଇଲ୍ ଫୋନ୍ ଜବତ କରିଛି।
