Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆତଙ୍କବାଦ ବିରୋଧରେ ଏକଜୁଟ ହୁଅନ୍ତୁ ବିଶ୍ୱବାସୀ: ପ୍ରଧାନମନ୍ତ୍ରୀ ମୋଦୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆତଙ୍କବାଦ ବିରୋଧରେ ଏକଜୁଟ ହୁଅନ୍ତୁ ବିଶ୍ୱବାସୀ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆତଙ୍କବାଦ ସହିତ ଲଢ଼େଇ ଜାରି ରଖିଥିବା ଫ୍ରାନ୍ସକୁ ସମର୍ଥନ ଜଣାଇଛି ଭାରତ। ପ୍ୟାରିସ ପିସ ଫୋରମକୁ ଭର୍ଚୁଆଲ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆତଙ୍କବାଦ ବିରୋଧରେ ଲଢ଼େଇରେ ଭାରତ ନିଜର ବନ୍ଧୁ ଫ୍ରାନ୍ସ ଓ ଅନ୍ୟ ଦେଶ ସହିତ ଅଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କଥା ଓ ଚିନ୍ତାରେ ଆମେ ଏକ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭବିଷ୍ୟତ ଦେଖିଥାଉ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି କି ଭାରତ ଏହି ଗ୍ଲୋବାଲ ଦେଶ ଗୁଡ଼ିକରେ ଯୋଗଦାନ ଦେବା ଲାଗି ସମର୍ପିତ। ସେ କହିଛନ୍ତି ଯେ, ଆତଙ୍କ ବିରୋଧରେ ଏହି ଲଢ଼େଇରେ ଭାରତର ଫ୍ରାନ୍ସ ଓ ଅଷ୍ଟ୍ରୀୟା ସହିତ ପୂରା ସମର୍ଥନ ରହିଛି। ସେ କହିଛନ୍ତି, ଆତଙ୍କବାଦକୁ ଜଡମୂଳରୁ ଶେଷ କରିବା ଲାଗି ଏବେ ବିଶ୍ୱକୁ ଏକାଠି ହେବା ଦରକାର ଅଛି। ଏଥି ସହିତ ଏକାଠି ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଆମର ଏହି ପଦକ୍ଷେପ ଦ୍ୱାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ।

ଆତଙ୍କବାଦୀ ଘଟଣା ମଧ୍ୟ ପ୍ୟାରିସ ଫୋରମର ଆୟୋଜନ ଏକ ବଡ଼ ଘଟଣା। ସଂକଟର ଏହି ସମୟରେ ଏଭଳି ଆୟୋଜନରେ ବିଶ୍ୱକୁ ଏକ ନୂତନ ଆଶା ସଞ୍ଚାର କରୁଛି।