ସତ୍ୟଭୂଷଣ ସାହୁ ହେଲେ କଂଗ୍ରେସ ପ୍ରାର୍ଥୀ

ବରଗଡ଼,ଏନ୍‌ଏନ୍‌ଏସ୍‌: ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅନୁମୋଦନ ପରେ ସତ୍ୟଭୂଷଣ ସାହୁଙ୍କ ନାଁରେ ମୋହର ଲାଗିଛି । ଏଆଇସିସି ପକ୍ଷରୁ ପ୍ରେସ ରିଲିଜ ଯୋଗେ ପ୍ରାର୍ଥୀ ଘୋଷଣା କରାଯାଇଛି ।