କମନ୍‌ୱେଲ୍‌ଥ ଜୁଡୋ ଚାମ୍ପିଅନ୍‌ସିପ୍‌ ୨୦୧୯: ବ୍ରୋଞ୍ଜ ଆଣିଲେ ଓଡ଼ିଆ ପୁଅ

ଭୁବନେଶ୍ୱର,ଏନ୍ଏନ୍ଏସ୍କିସ୍‌ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ନିତ୍ୟ ମାଝୀ କମନ୍‌ୱେଲ୍‌ଥ ଜୁଡୋ ଖେଳରେ ପ୍ରଥମ ଓଡ଼ିଆ ଭାବେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ତେବେ ଏହି ଖେଳଟି ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା। ନିତ୍ୟ ମାଝୀ ଅଣ୍ଡର ୪୬ କେଜି ଓଜନରେ ଖେଳୁଥିଲେ।