ଅର୍ଥଶାସ୍ତ୍ରରେ ୩ ଜଣଙ୍କୁ ନୋବେଲ

ନୂଆଦିଲ୍ଲୀ: ଆମେରିକାର ଡେଭିଡ କାର୍ଡ, ଜୋଶୁଆ ଡୀ ଏଙ୍ଗ୍ରିଷ୍ଟ ଓ ଗାଇଡୋ ଡବ୍ଲ୍ୟୁ ଲମ୍ବେନ୍ସଙ୍କୁ ମିଳିତ ଭାବେ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ଦିଆଯାଇଛି। ଉକ୍ତ ୩ ଆମେରିକୀୟ ଅର୍ଥଶାସ୍ତ୍ରଜ୍ଞଙ୍କୁ ପ୍ରାକୃତିକ ପ୍ରୟୋଗରୁ ନିଷ୍କର୍ସ ବାହାର କରିବାକୁ ନେଇ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି।