କାର୍ଯ୍ୟରେ ଯୋଗଦେଲେ ନୂତନ ତହସିଲଦାର

କୋରାପୁଟ,ଏନ୍ଏନ୍ଏସ୍: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଡେପୁଟି କଲେକ୍ଟର ପ୍ରଧାନ ଟୁଲିଆମାଙ୍କୁ ରାଜ୍ୟ ସରକାର ଜୟପୁର ତହସିଲଦାର୍ ଭାବେ ନିଯୁକ୍ତି ଦେଇଥିବାବେଳେ ସେ ଆଜି ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ଟୁଲିଆମାଙ୍କ ବଦଳି ପରେ ଡେପୁଟି କଲେକ୍ଟର ସାଗରିକା ଷଡଙ୍ଗୀଙ୍କୁ ଭୂଅର୍ଜ ଅଧିକାରୀ, ଅର୍ଚ୍ଚନା ଦାସଙ୍କୁ ନିର୍ବାଚନ, କ୍ରୀଡ଼ା, ଉନ୍ନୟନ ବିଭାଗ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି।