ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଷ୍ଟେଟ ବ୍ୟାଙ୍କରେ ଆଜି ନୂତନ ମ୍ୟାନେଜର ଭାବେ ପ୍ରଫୁଲ୍ଲ ଭଇସା ଯୋଗ ଦେଇଛନ୍ତି । ଶ୍ରୀ ଭଇସା ପୂର୍ବରୁ ବଲାଙ୍ଗିର ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ । ଅଞ୍ଚଳର ଚାଷୀ ସମେତ ଜନସାଧାରଣଙ୍କୁ ସବୁବେଳେ ସହଯୋଗ କରିବେ ବୋଲି ଶ୍ରୀ ଭଇସା କହିଛନ୍ତି ।