ବୈପାରୀଗୁଡ଼ାରେ ଝାଡାବାନ୍ତି ଆତଙ୍କ, ୬ ଗୁରୁତର

ଜୟପୁର,ଏନ୍‌ଏନ୍‌ଏସ୍‌: ବୈପାରୀଗୁଡ଼ା ବ୍ଲକ ଦଶମନ୍ତପୁର ପଞ୍ଚ।।ୟତ ଅନ୍ତର୍ଗତ ପଟରଗୁଡ଼ା ଗ୍ରାମର ଗୋଟିଏ ପରିବାରର ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଗୁରୁତରଙ୍କୁ ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଉପରୋକ୍ତ ସମ୍ପସ୍ତଙ୍କ ମଳ ଓ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।